ଆମେରିକାର ନ୍ୟୁୟର୍କ ସହରରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ : ହସ୍ପିଟାଲର ଶବ ଗୃହରେ ଜାଗା ନାହିଁ,କେବଳ ଶବ ହିଁ ଶବ

ୱାଶିଂଟନ : ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି। ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ। ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ ସତ୍କାର ଦାୟିତ୍ୱରେ ଥିବା ଜଣେ ଅଧିକାରୀ। ଆମେରିକାର ସବୁଠୁ ଆଭିଜାତ୍ୟ ସଂପନ୍ନ ସହର … Continue reading ଆମେରିକାର ନ୍ୟୁୟର୍କ ସହରରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ : ହସ୍ପିଟାଲର ଶବ ଗୃହରେ ଜାଗା ନାହିଁ,କେବଳ ଶବ ହିଁ ଶବ